Skip to content

imsbg/odiabhasa

Folders and files

NameName
Last commit message
Last commit date

Latest commit

 

History

371 Commits
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 

Repository files navigation

Odia Bhasa Logo

ଓଡ଼ିଆ ଭାଷା : ଆମ ଭାଷା, ଆମ ପରିଚୟ
Odia Bhasa : Our language, our identity

କୁନି ପିଲାଙ୍କ ଶିଖିବା ଓ ପଢିବା ପାଇଁ ସର୍ବଶ୍ରେଷ୍ଠ ଓଡ଼ିଆ ଆପ୍‌
The best Odia app for kids' learning and reading

Kotlin Jetpack Compose Material 3

Get it on Google Play

Get it on Indus Appstore


📖 ଆପ୍ ବିଷୟରେ

ଓଡ଼ିଆ ଭାଷା ଆପ୍ ହେଉଛି ଓଡ଼ିଆ ଶିଖୁଥିବା ପିଲାମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମାଧ୍ୟମ । ସ୍ଵରବର୍ଣ୍ଣ ଠାରୁ ଆରମ୍ଭ କରି ଛବିଳ ମଧୁ ବର୍ଣ୍ଣବୋଧ ପର୍ଯ୍ୟନ୍ତ ସବୁକିଛି ଏବେ ଗୋଟିଏ ସ୍ଥାନରେ । ଏହା ସମ୍ପୂର୍ଣ୍ଣ ବିଜ୍ଞାପନ ମୁକ୍ତ ଏବଂ ଅଫ୍‌ଲାଇନ୍‌ରେ ମଧ୍ୟ କାମ କରେ ।

Odia Bhasa is a comprehensive educational application designed to help users master the Odia language. From the basic alphabet to complex literature like 'Madhu Barnabodha', everything is available in one place. The app is 100% Ad-free and works offline.


✨ ମୁଖ୍ୟ ବିଶେଷତ୍ୱ

ଓଡ଼ିଆ English
📚 ବର୍ଣ୍ଣମାଳା ଶିକ୍ଷା: ସ୍ୱରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ମାତ୍ରା ଓ ଯୁକ୍ତାକ୍ଷର ଶିଖନ୍ତୁ - ଶୁଦ୍ଧ ଉଚ୍ଚାରଣ ସହିତ । Alphabet Learning: Learn Swarabarna, Byanjanabarna, Matras, and Juktakhyara with clear voice pronunciation.
✍️ ଡିଜିଟାଲ୍ ସ୍ଲେଟ୍: ନିଜ ଆଙ୍ଗୁଠି ବ୍ୟବହାର କରି ସ୍କ୍ରିନ୍ ଉପରେ ଅକ୍ଷର ଲେଖିବା ଅଭ୍ୟାସ କରନ୍ତୁ । Digital Slate: Practice handwriting directly on the screen using your finger or stylus.
📖 ଛବିଳ ବର୍ଣ୍ଣବୋଧ: ମଧୁସୂଦନ ରାଓଙ୍କ ପ୍ରସିଦ୍ଧ ବର୍ଣ୍ଣବୋଧ ବହି ପଢନ୍ତୁ । Madhu Barnabodha: Access the classic illustrated Odia primer book.
🙏 ପ୍ରାର୍ଥନା ଓ ସଙ୍ଗୀତ: ସମସ୍ତ ବିଦ୍ୟାଳୟ ପ୍ରାର୍ଥନା, ଜାତୀୟ ଓ ରାଜ୍ୟ ସଙ୍ଗୀତ ଉପଲବ୍ଧ । Prayers: Includes all school prayers, National Anthem, and State Anthem (Bande Utkala Janani).
🔢 ସଂଖ୍ୟା ପରିଚୟ: ୧ ରୁ ୧୦୦ ପର୍ଯ୍ୟନ୍ତ ଓଡ଼ିଆ ଅଙ୍କ ଗଣିବା ଶିଖନ୍ତୁ । Number Learning: Learn to read and count Odia numbers from 1 to 100.
🚫 ବିଜ୍ଞାପନ ମୁକ୍ତ: କୌଣସି ବିରକ୍ତିକର ବିଜ୍ଞାପନ ନାହିଁ । Ad-Free: A completely distraction-free learning experience.

📱 ଆପ୍ ର ଝଲକ

Home Screen Alphabet Slate Books

🛠️ ବ୍ୟବହୃତ ଟେକ୍ନୋଲୋଜି

ଏହି ଆପ୍‌ଟିକୁ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ବିକାଶ ଶୈଳୀରେ ତିଆରି କରାଯାଇଛି, ଯାହାଦ୍ୱାରା ଏହାର କାର୍ଯ୍ୟଦକ୍ଷତା ଉନ୍ନତ ରହିବା ସହ ବ୍ୟବହାରକାରୀଙ୍କୁ ଏକ ସହଜ ଓ ସୁନ୍ଦର ଅନୁଭୂତି ମିଳିପାରିବ । This app is built using modern Android development standards to ensure performance and a smooth user experience.


📥 ଡାଉନଲୋଡ୍ କରନ୍ତୁ

ଆପଣ ଏହି ଆପ୍ କୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଇଣ୍ଡସ ଆପ୍ ଷ୍ଟୋର ରୁ ଡାଉନଲୋଡ୍ କରିପାରିବେ ।

You can download the app from the following stores:


📄 ନୀତି ଓ ନିୟମାବଳୀ


Odia Bhasa - Learn to read and write Odia in one simple app | Product Hunt

Made with ❤️ in Odisha

© 2025-26 Sandeep Biswal G Apps. All Rights Reserved.

ଜୟ ଜଗନ୍ନାଥ ସ୍ବାମୀ ନୟନପଥଗାମୀ

ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ଯୁକ୍ତାକ୍ଷର, ସଂଖ୍ୟା, କ୍ୟାଲେଣ୍ଡର, ପର୍ବପର୍ବାଣୀ ଓ ଛୁଟିଦିନ ସବୁକିଛି ଗୋଟିଏ ଆପ୍‌ରେ ।

Learning a language especially one's mother tongue should not depend on subscriptions or ads.

mail: message.sbg@gmail.com

@SandeepBiswalG

About

ଓଡ଼ିଆ ଭାଷା : ଆମ ଭାଷା, ଆମ ପରିଚୟ । ଓଡ଼ିଆ ଭାଷା ଓ ସଂସ୍କୃତି ମୋ ଗର୍ବ । Learning a language especially one's mother tongue should not depend on subscriptions or ads.

Topics

Resources

Stars

Watchers

Forks

Contributors